“ସାମ୍ବାଦିକଙ୍କୁ ଆକ୍ରମଣ ପରେ କିଛି ହୁଏନି କାହିଁକି “-ଡଃ. ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କ ଆଲେଖ୍ୟ।

ଗଣମାଧ୍ୟମର ବିଶ୍ୱସନୀୟତା ଏବେ ବେଶ ସଂକଟରେ। ଆମେ ନ ମାନିଲେ ବି ଏହା ସତ। ଦିନ ଥିଲା ଗଣମାଧ୍ୟମର ପ୍ରତିଟି କଥା ଓ ଶବ୍ଦକୁ ଲୋକେ ବିଶ୍ୱାସ କରୁଥିଲେ। ଏବେ ସେ ଯୁଗ ଆଉ ନାହିଁ। ଯେତେବେଳେ ଗଣମାଧ୍ୟମ ଉପରେ ଲୋକେ ସନ୍ଦେହ କରୁଛନ୍ତି, ସେତେବେଳେ ସେମାନେ ସାମ୍ୱାଦିକକୁ ବି ସନ୍ଦେହରେ ଦେଖୁଛନ୍ତି। ତାକୁ ଓ ତାର ଖବରକୁ ସେତେଟା ବିଶ୍ୱାସକୁ ନେଉ ନାହାନ୍ତି। ଫଳରେ ସାମ୍ବାଦିକ ପ୍ରତି ସାଧାରଣ ଲୋକଙ୍କ ଶ୍ରଦ୍ଧା କମି କମି ଯାଉଛି। … Continue reading “ସାମ୍ବାଦିକଙ୍କୁ ଆକ୍ରମଣ ପରେ କିଛି ହୁଏନି କାହିଁକି “-ଡଃ. ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କ ଆଲେଖ୍ୟ।